ରିପୋର୍ଟ କାର୍ଡ / ପାରାଦ୍ବୀପ
କଂଗ୍ରେସ ରୁ ବାପି ସର୍ଖେଲ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ପିସିସି ସଭାପତିଙ୍କପାଖକୁ ପଠାଇ ଦେଇଛନ୍ତି। କିଛି ଦିନ ତଳେ ବାପିଙ୍କ ସ୍ତ୍ରୀ ମନିଦୀପା ବିଜେଡ଼ିରେ ଯୋଗ ଦେଇଥିଲେ। ଏବେ ବାପି କେଉଁ ଦଳରେ ଯୋଗଦେବେ ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବାପି କହିଛନ୍ତି ମୁଁ ଶ୍ରମିକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ରାଜନୀତିରୁ ଇସ୍ତିଫା ଦେଇଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..