ରିପୋର୍ଟ କାର୍ଡ / ଭୁବନେଶ୍ଵର
ଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୪ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ।
ଗଜପତି ଜିଲ୍ଳାରେ-ଶଙ୍କର ପ୍ରଧାନ
ପଶ୍ଚିମ ଗଞ୍ଜାମ-ଦଣ୍ତପାଣି ପାତ୍ର
କଟକ ସହର-ସନ୍ତୟାନ ମିଶ୍ର
ବୌଦ୍ଧ- ଅବଦୁଲ କାଲିସ ଖାସ
ଦୀର୍ଘଦିନ ଧରିକଂଗ୍ରେସ ପକ୍ଷରୁ ରାଜ୍ୟରେ ଜିଲ୍ଲାସଭାପତିଙ୍କ ନାମ ଘୋଷଣା ହୋଇନାହିଁ। ଏବେ ବି ପ୍ରାୟ ଜିଲ୍ଲାର ଜିଲ୍ଳା ସଭାପତିଙ୍କ ନାମ ଘୋଷଣା ହୋଇନଥିବାରୁ ସେ ଆସନ ଗୁଡିକ ଏବେ ଖାଲି ପଡିଛି।






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..