ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନ୍ଲାଇନ ଆବେଦନ। ରବିବାର ଠାରୁ ୧୧ ଫେବୃଆରୀ ଯାଏ ଆଶାୟୀ ମାନେ www.pragaman.in ରେ ଅନ୍ଲାଇନ ଯୋଗେ ଆବେଦନ କରିପାରିବେ | ଉଭୟ ବିଧାନସଭା ଓ ଲୋକସଭା ଟିକେଟ୍ ପାଇଁ ଆବେଦନ କରାଯାଇପାରିବ। ଯୋଗ୍ୟ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ। ତେବେ ସାମ୍ବାଦିକ ସମ୍ମିଳନୀରେ ଏହି ୱେବ୍ସାଇଟ୍କୁ ଲଂଚ କରିଛନ୍ତି ପ୍ରଭାରୀ ଅଜୟ କୁମାର। ସାମ୍ବାଦିକ ସମ୍ମିଳନୀରେ ୱେବ୍ ସାଇଟ୍କୁ ଲଞ୍ଚ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର। ଆଗାମୀ ୨୪ ନିର୍ବାଚନରେ ଟିକେଟ ବଣ୍ଟନରେ ସ୍ୱଚ୍ଛତା ପାଇଁ ପ୍ରଗମନ ଅଭିଯାନ ଆରମ୍ଭ କରିଛି କଂଗ୍ରେସ।






More Stories
ସୌମ୍ୟ ହତ୍ୟା ମାମଲା:କଲ୍ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ…..
ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି…..
ସିବିଏସ୍ଇର ନୂଆ ଅଧ୍ୟକ୍ଷ ଲୋଖଣ୍ଡେ ପ୍ରଶାନ୍ତ…..