ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ହେବା ପରେ ସଂଗଠନର ବଡ଼ ପରିବର୍ତ୍ତନ ହୋଇଛି । ପିସିସି ସଭାପତି ପଦରୁ କମଲନାଥଙ୍କୁ ହଟାଇ ଦିଆଯାଇଛି। ନୂଆ ପିସିସି ସଭାପତି ଭାବେ ଜିତୁ ପଟ୍ଟୱାରୀଙ୍କୁ କଂଗ୍ରେସ ହାଇକମାଣ୍ଡର ନିଯୁକ୍ତି ପ୍ରଦାନ କରିଛନ୍ତି | ସୂଚନାଯୋଗ୍ୟ -ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୬୬ଟି ଆସନରେ ଜିତିଥିବାବେଳେ ଛତିଶଗଡ଼ରେ ୩୫ଟି ଆସନରେ ବିଜୟୀ ହୋଇଥିଲା । ଏହି ଦୁଇଟି ରାଜ୍ୟରେ ଭାଜପା ଯଥାକ୍ରମେ ୧୬୩ଟି ଓ ୫୪ଟି ଆସନରେ ବିଜୟୀ ହୋଇ ସରକାର ଗଢିଛି।






More Stories
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..