ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ଥିବା ସମବାୟ ସମିତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଗୋଟିଏ ୧୯ ତାରିଖ ଅର୍ଥାତ ଆଜି କରାଯିବାକୁ ଥିବାବେଳେ ଅନ୍ୟଟି ୨୬ ତାରିଖରେ ଅନୁଷ୍ଠିତ ହେବ । ରାଜ୍ୟରେ ମୋଟ ୩୨୫୨ ସମିତି ମଧ୍ୟରୁ ୨୫୨୧ ସମବାୟ ସମିତିରେ ନିଦ୍ୱନ୍ଦ୍ୱର୍ରେ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ବାକି ୭୩୧ଟିରେ ଭୋଟଗ୍ରହଣ କରାଯିବ । ସେଥିମଧ୍ୟରୁ ୨୪୪ଟି ସମବାୟ ସମିତି ସମ୍ବେଦନଶୀଳ ଥିବାରୁ ସେଠାରେ ସିସିଟିଭି ଲାଗିଛି |






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..