ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୦ ଜଣ ରହିଥିବା ବେଳେ ସଙ୍ଗରୋଧରୁ ୧୬୫ ଏବଂ ସ୍ଥାନୀୟ ୧୧୫ ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୮, ବରଗଡ ୯, ବଲାଙ୍ଗୀର ୯, ବୌଦ୍ଧ ୪, କଟକ ୨୨, ଦେଓଗଡ ୫, ଗଜପତି ୫, ଗଞ୍ଜାମ ୬, ଜଗତସିଂହପୁର ୨, ଯାଜପୁର ୭, ଝାରସୁଗୁଡା ୩, କଳାହାଣ୍ଡି ୭, କେନ୍ଦ୍ରାପଡା ୪, କେନ୍ଦୁଝର ୨, ଖୋର୍ଦ୍ଧା ୬୧, କୋରାପୁଟ ୫, ମୟୁରଭଞ୍ଜ ୧୨, ନବରଙ୍ଗପୁର ୫, ନୟାଗଡ ୧୨, ନୂଆପଡା ୧୫, ପୁରୀ ୪, ରାୟଗଡା ୧, ସମ୍ବଲପୁର ୮, ସୋନପୁର ୩, ସୁନ୍ଦରଗଡ ୪୫, ଷ୍ଟେଟ ପୁଲରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୩,୫୮୭କୁ ବୃଦ୍ଧି ପାଇଛି। ୧୩,୧୧,୩୯୪ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୯୮୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..