ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟା ମଧ୍ୟ ଆଉ ୭୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୯୫,ସଙ୍ଗରୋଧରୁ ୪୩୨, ସ୍ଥାନୀୟ ସଂକ୍ରମଣ ୩୦୭। ୨୯ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୮, ବରଗଡ ୨୦, ଭଦ୍ରକ ୩, ବଲାଙ୍ଗୀର ୧୭, ବୌଦ୍ଧ ୯, କଟକ ୩୪, ଦେଓଗଡ ୨, ଢେଙ୍କାନାଳ ୩, ଗଜପତି ୭, ଗଞ୍ଜାମ ୨, ଜଗତସିଂହପୁର ୪, ଯାଜପୁର ୪, ଝାରସୁଗୁଡା ୧୮, କଳାହାଣ୍ଡି ୧୦,କନ୍ଧମାଳ ୧୧, କେନ୍ଦ୍ରାପଡା ୫, କେନ୍ଦୁଝର ୧୨, ଖୋର୍ଦ୍ଧା ୧୩୮, କୋରାପୁଟ ୧୨, ମୟୁରଭଞ୍ଜ ୮୪, ନବରଙ୍ଗପୁର ୪, ନୟଗଡ ୨୨, ନୂଆପଡା ୮, ପୁରୀ ୧୧, ରାୟଗଡା ୧୫, ସମ୍ବଲପୁର ୧୧୩, ସୋନପୁର ୧୫, ସୁନ୍ଦରଗଡ ୧୧୪, ଷ୍ଟେଟପୁଲରୁ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୭,୨୪୯କୁ ବୃଦ୍ଧି ପାଇଛି। ୧୨,୯୦,୬୬୩ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭,୪୦୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।






More Stories
ରାଫେଲରେ ଉଡିଲେ ରାଷ୍ଟ୍ରପତି……
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ……
ଦିଲ୍ଲୀରେ କୃତ୍ରିମ ବର୍ଷା ପ୍ରକ୍ରିୟା ଆରମ୍ଭ…..