ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମର ରକ୍ଷାକବଚ ହେଉଛି ଟୀକା | ସବୁ ବର୍ଗଙ୍କୁ ଟୀକା କରଣ କରାଯାଉଥିବା ବେଳେ ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟୀକା ଦିଆଯାଇପାରେ | ଏନେଇ ଏନଟିଏଜିଆଇର କୋଭିଡ-୧୯ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡ.ଏନ.କେ.ଆରୋରାଙ୍କ ସୂଚନା ଦେଇଛନ୍ତି। ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟୀକାକରଣ ସରିଯିବା ନେଇ ଏନଟିଏଜିଆଇର କୋଭିଡ-୧୯ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡ.ଏନ.କେ.ଆରୋରା ଆଶା ପ୍ରକାଶ କରିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..