ରିପୋର୍ଟ କାର୍ଡ / କଟକ
ସମୂର୍ଣ୍ଣ ଭଙ୍ଗାଯାଇ ନୂଆ କରି ତିଆରି ହେବ ବାରବାଟୀ ଷ୍ଟାଡିୟମ୍। ଭଙ୍ଗାଯିବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। କହିଛନ୍ତି ଯେ ଷ୍ଟାଡିୟମ ସମୂର୍ଣ୍ଣ ଭଙ୍ଗାଯାଇ ବିଶ୍ୱସ୍ତରୀୟ ଷ୍ଟାଡିୟମ ଭାବେ ନିର୍ମାଣ କରାଯିବ। ନୂଆ ଷ୍ଟାଡିୟମରେ ଅଧିକ ଦର୍ଶକ ବଶିବାର କ୍ଷମତା ରହିବ। ବର୍ତ୍ତମାନ ଷ୍ଟାଡିୟମରେ ୪୨ହଜାର ଦର୍ଶକଙ୍କ କ୍ଷମତା ଥିବା ବେଳେ ଏହାକୁ ବଢାଯାଇ ୬୦ହଜାର ଦର୍ଶକ ବଶିବା ଭଳି ବ୍ୟବସ୍ଥା କରାଯିବ। ୧୯୫୨ ମସିହାରେ ଷ୍ଟାଡିୟମର ମୂଳଭିତ୍ତି ତିଆରି ହୋଇଥିଲା। ଏବେ ସମୂର୍ଣ୍ଣ ଭଙ୍ଗାନଗଲେ ତିଆରି କରାଯାଇ ପାରିବନି ବୋଲି ଓସିଏ ସମ୍ପାଦକ କହିଛନ୍ତି।






More Stories
୨ରୁ ଯୁକ୍ତ ଦୁଇ ଖାତାଦେଖା…..
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..