Report Card Odisha

| Daily Odia News

ମହାନଦୀରେ ବୁଡି ୨ ନିଖୋଜ…..

ରିପୋର୍ଟ କାର୍ଡ / କଟକ

କଟକ ମହାନଦୀରେ ବୁଡି ୨ ଜଣ ନିଖୋଜ ହୋଇଯାଇଛନ୍ତି । ଜଗତପୁର ବାଲିସାହି ନିକଟରେ ଗାଧୋଇବା ବେଳେ ବୁଡି ଯାଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Breaking News