ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ସହରରେ ଲାଗୁ ହୋଇଥିବା କର୍ଫ୍ୟୁ ୧୩ ଦିନରେ ପହଂଚିଛି । ଆଜି ବି କର୍ଫ୍ୟୁ ବଳବତ୍ତର ରହିବ। ତେବେ ୨୫ ତାରିଖରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରାଯାଇ ସକାଳ ୫ଟାରୁ ରାତି ୧୦ଟା ଯାଏ କରାଯାଇଛି। ଫଳରେ କେବଳ ରାତିରେ ୭ ଘଣ୍ଟା କର୍ଫ୍ୟୁ ରହିବ। ବାକି ୧୭ ଘଣ୍ଟା କୋହଳ ରହିବ। ଇତି ମଧ୍ୟରେ ସମ୍ବଲପୁର ସହରରେ ସ୍ଥିତି କ୍ରମେ ସ୍ବାଭାବିକ ହେବାରେ ଲାଗିଛି। ଗତ କିଛି ଦିନର ତିକ୍ତ ଅନୁଭୂତିକୁ ଭୁଲି ଲୋକେ ପୁଣିଥରେ ସ୍ବାଭାବିକ ଜୀବନ ଜିଇଁବା ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ଇଣ୍ଟର୍ନେଟ୍ ସେବା ସ୍ବାଭାବିକ ହେଲାଣି। ହେଲେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଛି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..