Report Card Odisha

| Daily Odia News

ମୁଣ୍ଡଳି ଟୋଲ ଗେଟ୍‌ ସିଲ୍…..

ରିପୋର୍ଟ କାର୍ଡ / କଟକ

କଟକ ମୁଣ୍ଡଳି ଟୋଲ ଗେଟ୍‌ରେ ପର୍ଯ୍ୟଟକ ଓ ଟୋଲ କର୍ମଚାରୀଙ୍କ ସଂଘର୍ଷ ପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଟୋଲ୍ ଗେଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ୍ କରିଛି ଜିଲ୍ଲା ପ୍ରଶାସନ।ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି |

 

Breaking News