ରିପୋର୍ଟ କାର୍ଡ / କଟକ
ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଓଟିଇଟି ପରୀକ୍ଷାର୍ଥୀ ଧାରଣା ଦେଇଛନ୍ତି। ଓଟିଇଟି ପରୀକ୍ଷା ଦେବାକୁ ଥିବା ଶତାଧିକ ପିଲା ଧାରଣା ଦେଇଛନ୍ତି। ୨୦୨୩ ମସିହାର ଓଟିଇଟି ପରୀକ୍ଷା ଶୀଘ୍ର କରାଇବାକୁ ଦାବି ନେଇ ଧାରଣା ଦେଇଛନ୍ତି। ଜୁନିୟର ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଓଟିଇଟି ପରୀକ୍ଷାର୍ଥୀଙ୍କୁ ସୁଯୋଗ ପାଇଁ ଦାବି କରିଛନ୍ତି ବୋଲି ସୂଚନା ମିଳିଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..