ରିପୋର୍ଟ କାର୍ଡ / କଟକ
କଟକ ଶିଖରପୁର ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦୋକାନ ଭିତରୁ ମାଡିଗଲା ଟ୍ରକ । ଏତେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୋକାନରେ ଶୋଇଥିବା ଲୋକେ । ଖବର ଅନୁଯାୟୀ, ଜାତୀୟ ରାଜପଥ ଦେଇ ଏକ ଟ୍ରକ ଯାଉଥିଲା । ଠିକ୍ ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନା ଭିତରକୁ ମାଡିଯାଇଥିଲା । କିନ୍ତୁ ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୋକାନରେ ଶୋଇଥିବା ଲୋକେ । ସେହିପରି ଏହି ଦୁର୍ଘଟଣାରେ ଦୁଇ ଗୋରୁଙ୍କର ଜୀବନ ଚାଲିଯାଇଛି ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..