ରିପୋର୍ଟ କାର୍ଡ / ଭୁବନେଶ୍ବର
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା ବିମାନ ଡିସି-୩ କୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି। ରବିବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ଏହି ବିମାନଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ବିମାନଟିକୁ ସାଧାରଣ ଲୋକ ବୁଲି ଦେଖିପାରିବେ ବୋଲି | ହେଲେ ୨୪ ଘଣ୍ଟା ନପୁରୁଣୁ ଗଳିପଡିଛି ‘ଡାକୋଟା ବିମାନ’ ଗ୍ଳାସ | ଲୋକମାନେ ଦବାଇବା ପାଇଁ ଖସି ଯାଇଥିବା ନେଇ ଅଭିଯୋଗ ହୋଇଛି |






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..