ରିପୋର୍ଟ କାର୍ଡ / ଭୁବନେଶ୍ଵର
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଲୋକପ୍ରିୟ ବଲିଉଡ଼ ଅଭିନେତା ଦଲିପ ତାହିଲ। ଓଡ଼ିଶା ଆସିଥିବାବେଳେ ଗୁରୁବାର ନବୀନ ନିବାସରେ ନବୀନଙ୍କୁ ଭେଟିଛନ୍ତି ଅଭିନେତା। ଏଠାରେ ସୂଚନାଯୋଗ୍ୟ, ଦଲିପଙ୍କ ପିତା ଘନଶାମ୍ ଜେଠାନନ୍ଦ ତାହିଲରମଣି ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାର ଓ୍ବେଜ୍ରେ ପାଇଲଟ୍ ଥିଲେ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..