ରିପୋର୍ଟ କାର୍ଡ / ବରଗଡ଼
ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ୪ ଜଣଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବରଗଡ଼ ଭେଡେନର ଜାମଡୋଲ ଗାଁ ରୁ। ଗୋଟିଏ ପରିବାରର ୪ ସଦସ୍ୟ ଝିଅ ଶିବାନୀ, ପୁଅ ଅରବିନ୍ଦ ମେହେର ଓ ବାପା ମା’ ଙ୍କ ମୃତ ଠାବ ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି। ଖବର ପାଇଁ ଘଟଣାସ୍ଥଳରେ ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି |






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..