Report Card Odisha

| Daily Odia News

ବାଣୀବିହାର ପରିସରରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିସରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ଯୁବକଙ୍କ ନାମ ଉତ୍ତମ ନାୟକ ପିପିଲି ଦାଣ୍ଡମୁକୁନ୍ଦପୁର ବୋଲି ଜଣା ପଡିଛି। ଖବର ପାଇ ସହିଦ ନଗର ପୋଲିସ ଘଟଣାସ୍ଥାଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଛରେ ଯୁବକ ଜଣକ ଝୁଲି ରହିଥିଲେ ମଧ୍ୟ ତାଙ୍କର ଗୋଡ଼ ତଳେ ଲାଗିଛି। ଯୁବକ ଜଣଙ୍କର ପରିବାର କ୍ୟାମ୍ପର ଭିତରେ ରହୁଥିଲେ। ତାଙ୍କର ଜେଜେ ମା କ୍ୟାମ୍ପର ଭିତରେ କାମ କରୁଥିବା ବେଳେ ଉତ୍ତମ ଦିନ ମଜୁରିଆ ଭାବେ କାମ କରୁଥିବା ଜଣାପଡିଛି |

Breaking News