Report Card Odisha

| Daily Odia News

ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ପ୍ରାରମ୍ଭିକ ପର୍ଯ୍ୟାୟରେ ଆମ ଆଦମୀ ପାର୍ଟି ତଥା ଆପ୍‌ର ବହୁ ବଡ଼ ବଡ଼ ନେତା ପଛରେ ରହିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ନିଜ ନିଜ ଆସନରେ ପଛରେ ଅଛନ୍ତି। କେଜ୍ରିୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପରଭେଶ ବର୍ମାଙ୍କଠାରୁ ପଛରେ ଥିବାବେଳେ କାଲକାଜି ଆସନରେ ଆତିଶୀ ବିଜେପିର ରମେଶ ବିଧୁରିଙ୍କଠାରୁ ପଛରେ ଅଛନ୍ତି।

Breaking News