ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି | ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ଦିଲ୍ଲୀର ଏକ ଅଦାଲତ ମନା କରିଦେଇଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ଚିକିତ୍ସା କାରଣରୁ ୭ ଦିନ ପାଇଁ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାର ବିଭାଗୀୟ ହେପାଜତରେ କେଜ୍ରିୱାଲଙ୍କ ଚିକିତ୍ସା ଆବଶ୍ୟକତା ପୂରଣ କରିବାକୁ କୋର୍ଟ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଜୁନ୍ ୭ ତାରିଖରେ ହେବ।
More Stories
ଆମର ରାଷ୍ଟ୍ର ପ୍ରଥମ,କଂଗ୍ରେସର ପରିବାର ପ୍ରଥମ…..
ଆମେରିକା ନିୟମ ଅନୁଯାୟୀ ଭାରତୀୟମାନଙ୍କୁ ପଠାଇଛି…..
ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ……