ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ୪ର୍ଥ ଉଦ୍ୟମରେ ‘ମୁନିସ୍ପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ’ର ମେୟର୍ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ମେୟର୍ ଭୋଟ୍ ଦାନ ପ୍ରକ୍ରିୟାରେ ମନୋନୀତ ସଦସ୍ୟମାନେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ରାୟ ଦେବା ପରେ ଆଜି ‘ଦିଲ୍ଲୀ ନଗର ନିଗମ’ ବା ‘ମୁନିସ୍ପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ’ର ମେୟର୍ ନିର୍ବାଚନ ଭୋଟ୍ ଗ୍ରହଣ କରାଯାଉଛି। ମନୋନୀତ ସଦସ୍ୟଙ୍କ ଭୋଟ୍ ଦେବା ଘଟଣାକୁ ନେଇ ‘ଆପ୍’ ଓ ‘ବିଜେପି’ ମଧ୍ୟରେ ବିବାଦ ଚାଲିଥିଲା। ଆଜିର ଏହି ମତଦାନ ପାଇଁ ୧.୫ ଘଣ୍ଟା ସମୟ ଦିଆଯାଇଛି। ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ ପ୍ରଥମେ ‘ବିଜେପି’ ସାଂସଦ ମୀନାକ୍ଷି ଲେଖି ମତଦାନ କରିଥିଲେ। ସାଂ






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..