ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ଦିଲ୍ଲୀ ପୋଲିସ ଆଲର୍ଟ ରହିଛି। ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ପୋଲିସ କମିସନର ରାକେଶ ଅସ୍ଥାନା କହିଛନ୍ତି ଯେ ମୋଟ ୨୭ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୧ ଡିସିପି, ୨୧୩ ଏସିପି ଏବଂ ୭୫୩ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ବାୟୁସୀମାକୁ ସୁରକ୍ଷିତ କରିବା ପାଇଁ କାଉଣ୍ଟର ଡ୍ରୋନ୍ ଜ୍ଞାନକୌଶଳର ଉପଯୋଗ କରାଯାଉଛି। ବିଭିନ୍ନ ଗୁଇନ୍ଦା ସଂସ୍ଥା ସର୍ବାଧିକ ଆଲର୍ଟରେ ଅଛନ୍ତି।






More Stories
ବଢିବ ଫାସ୍ଟାଗ୍ ବାର୍ଷିକ ଦେୟ…..
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….