Report Card Odisha

| Daily Odia News

୩୧ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଧାମନଗର ଉପନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି | ବିଜେଡି ନିଜର ‘ଟ୍ରମ୍ପ କାର୍ଡ’ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ଆସନ୍ତା ୩୧ତାରିଖରେ ବିଜେଡି ନିଜର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ବାଜିକୁ ନିଜ ସପକ୍ଷରେ ନେବାକୁ ରଣନୀତି ପ୍ରସ୍ତୁତ କରିିଛି । ମାତ୍ର ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ପ୍ରତି ରହିଥିବା ଅନୁକମ୍ପାକୁ ନେଇ ବିଜେଡି ଏବେ ଆଶଙ୍କାରେ ରହିଥିବା ଚର୍ଚ୍ଚା ହେଉଛି |

Breaking News