ରିପୋର୍ଟ କାର୍ଡ / ଭୁବନେଶ୍ୱର
ଝାଡସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ନାମ ଘୋଷଣା କରିଛି । ବିଜେଡି ଦୀପାଳି ଦାସଙ୍କ ନାମରେ ମୋହର ମାରିଛି । ଦୀପାଳି ହେଉଛନ୍ତି ସ୍ବର୍ଗତ ସ୍ବାସ୍ବ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୀପାଳି ଦାସଙ୍କୁ ଟିକେଟ୍ ମିଳିଥିବା ନେଇ ଆଜି ସ୍ବଷ୍ଟ କରିଛନ୍ତି।

ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆସନ୍ତା ମେ’ ୧୦ ତାରିଖରେ ହେବ। ଏପ୍ରିଲ ୧୩ତାରିଖରୁ ଗେଜେଟ୍ ବିଜ୍ଞପ୍ତି ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ମେ’ ୧୩ତାରିଖ ଭୋଟଗଣତି ହେବ ଓ ଉପନିର୍ବାଚନ ପ୍ରକ୍ରିୟା ମେ’ ୧୫ତାରିଖ ସୁଦ୍ଧା ଶେଷ ହେବ।






More Stories
ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି…..
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..