ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା | ଏହି ଲଗାଣ ବର୍ଷା ଯୋଗୁ ହଇଜା , ଝାଡାବାନ୍ତି ବ୍ୟାପିପାରେ | ତେଣୁ ସମସ୍ତଙ୍କୁ ସତର୍କ କରାଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ପୂର୍ବରୁ ଝାଡା ବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଏବେ ବି ସେହି ୭ ଜିଲ୍ଲାରେ ଡାକ୍ତରୀ ଟିମ ବୁଲୁଛନ୍ତି ବୋଲି ସୂଚନା ରହିଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..