ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩, ୨୦, ୨୫ ଓ ଜୁନ୍ ୧ରେ ରାଜ୍ୟରେ ଭୋଟ ଗ୍ରହଣ କରାଯିବ। ମତଦାନ ଲାଗି ପରିଚୟପତ୍ର ଲୋଡ଼ା | ୧୨ ତାଲିକା ଧରାଇଛନ୍ତି ଆୟୋଗ | ଜାଣିରଖନ୍ତୁ ଆଙ୍କ ପାଖରେ କେଉଁ ପରିଚୟପତ୍ର ଥିଲେ ଆପଣ ଭୋଟ ଦେଇପାରିବେ |
ଆଧାର କାର୍ଡ .
ପାନ୍ କାର୍ଡ .
ସ୍ବତନ୍ତ୍ର ଭିନ୍ନକ୍ଷମ ପରିଚୟପତ୍ର .
କେନ୍ଦ୍ର/ରାଜ୍ୟ ସରକାର/ ସରକାରୀ ଉଦ୍ୟୋଗ/ ଘରୋଇ କମ୍ପାନିମାନଙ୍କଠାରୁ ପ୍ରାପ୍ତ ଫଟୋ ସହିତ ସେବା ପରିଚୟ କାର୍ଡ.
ବ୍ୟାଙ୍କ/ ଡାକଘର ଦ୍ବାରା ଦିଆଯାଇଥିବା ଫଟୋ ସହିତ ପାସବୁକ୍ .
ଶ୍ରମ ମନ୍ତ୍ରଣାଳୟର ଯୋଜନା ଅଧୀନରେ ମିଳିଥିବା ସ୍ବାସ୍ଥ୍ୟ ବୀମା ସ୍ମାର୍ଟକାର୍ଡ .
ଡ୍ରାଇଭିଂ ଲାଇସେନ୍ସ 8ଭାରତୀୟ ପାସପୋର୍ଟ .
ଆର୍ଜିଆଇ ଅଧୀନରେ ଏନ୍ପିଆର୍ ଦ୍ବାରା ଜାରି ସ୍ମାର୍ଟକାର୍ଡ .
ଫଟୋ ଥିବା ପେନ୍ସନ୍ ଦସ୍ତାବିଜ .
ସାଂସଦ/ବିଧାୟକ/ବିଧାନ ପରିଷଦ ସଦସ୍ୟଙ୍କୁ ଦିଆଯାଇଥିବା ସରକାରୀ ପରିଚୟପତ୍ର .
ମନରେଗା କାର୍ଡ .
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….