ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୟଙ୍କର ରୂପ ଧାରଣ କରିବ ମାଡି ଆସୁଛି ବାତ୍ୟା ମନ୍ଥା । ବାତ୍ୟା ସମୟରେ ଓଡ଼ିଶାର ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ ପୂର୍ବରୁ ଆମେ ଅନେକ ବାତ୍ୟାର ମୁକାବିଲା କରିଛୁ । ଭୟ କରନ୍ତୁ ନାହିଁ ସଜାଗ ରୁହନ୍ତୁ । ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରନ୍ତୁ । ବିଜେଡି କର୍ମୀ ମାନଙ୍କୁ ଲୋକଙ୍କ ସହ ରହିବାକୁ କହିଛନ୍ତି ନବୀନ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..