ରିପୋର୍ଟ କାର୍ଡ / ଗଞ୍ଜାମ
ଖଲିକୋଟ ଥାନା ପାଳଧୂଆପଲ୍ଲୀ ନିକଟ କାଜୁ ଜଙ୍ଗଲରେ ଡବଲ ମର୍ଡର ହୋଇଛି। ଶ୍ବଶୁର ଓ ବୋହୁଙ୍କୁ କଟୁରୀରେ ହାଣି ନିର୍ମମ ହତ୍ୟା କରାଯାଇଛି। ସମ୍ପତ୍ତି ବିବାଦରୁ ବଡ଼ଭାଇଙ୍କ ପୁଅ ଉଭୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକକୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଥିବା ସୂଚନା ମିଳିଛି।
More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..