ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀପାବଳି ପୁର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରିଙ୍କର ୪ ପ୍ରତିଶତ ମହଙ୍ଗା ଭର୍ତ୍ତା DR ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ଭତ୍ତାକୁ ସରକାର ୧ ଜୁଲାଇ ୨୦୨୨ରୁ ପ୍ରଭାବି କରିବାକୁ ଯାଉଛନ୍ତି। ପେନ୍ସନ୍ ଏବଂ ପେନ୍ସନ୍ ଭୋଗୀ କଲ୍ୟାଣ ବିଭାଗର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚାନ ଦିଆଯାଇଛି। ଏବେ ଡିଆର ବଢି ୩୮ ପ୍ରତିଶତ ହୋଇଛି। ନିକଟରେ କେନ୍ଦ୍ର ସରକାର ୪% ଡିଏ ବୃଦ୍ଧି କରିଥିଲେ। ୮ ତାରିଖରେ ପ୍ରାକଶ ପାଇଥିବା ବିଜ୍ଞପ୍ତି ଅନୁଯାୟି କେନ୍ଦ୍ର ସରକାର ପେନସନ୍ ଭୋଗୀ ପରିବାରଙ୍କ ପାଇଁ ମହଙ୍ଗା ଭର୍ତ୍ତା ୩୪ରୁ ବୃଦ୍ଧି କରି ୩୮% କରିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..