ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଉପକଣ୍ଠ ତାମଣ୍ଡୁ ଛକରେ ଆନ୍ଦୋଳନରତ ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି | ଏନଏଚ ଉପରେ ଧସ୍ତାଧସ୍ତି ପାଟିତୁଣ୍ଡ ହୋଇଥିବା ସୂଚନା ମିଳୁଛି | ଡ୍ରାଇଭର ସଂଘ ଏବଂ ବାହାର ଟ୍ରକ ଡ୍ରାଇଭରବଙ୍କ ମଧ୍ୟେ ପାଟିତୁଣ୍ଡ ହୋଇଥିବା ଜଣାପଡିଛି | ମୃଦୁ ଲାଠି ଚାର୍ଜ କରି ରାସ୍ତା କ୍ଲିୟର କରିଛି ପୋଲିସ |
More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..