ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶ ରାଜଧାନୀ ଢ଼ାକାରେ ମୃଦୁ ଭୂମିକମ୍ପ ଅନୁଭୂତ | ୫.୧ ତୀବ୍ରରେ ଭୂମିକମ୍ପ ହୋଇଛି | ନ୍ୟାସନାଲ ସେଣ୍ଟର ଫର ସେସମୋଲଜୀ ପକ୍ଷରୁ ସୂଚନା ମିଳିଛି | ଭୂମିକମ୍ପର କେନ୍ଦ୍ରସ୍ଥଳ ଢ଼ାକାର ଦକ୍ଷିଣପଶ୍ଚିମ ଠାରୁ ୫୨୯ କିମି ଦୂରରେ ରହିଛି | କୋକ୍ସ ବଜାରର ଦକ୍ଷିଣପୂର୍ବକୁ ୩୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ସେପଟେ ଚିଟାଗଙ୍ଗ ଠାରୁ ଦକ୍ଷିଣପଶ୍ଚିମକୁ ୩୭୯ କିମି ଦୂରରେ ରହିଛି କେନ୍ଦ୍ରସ୍ଥଳ ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..