Report Card Odisha

| Daily Odia News

ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଦକ୍ଷିଣ ସ୍ଥିତ ଆଣ୍ଡାମାନ-ନିକୋବର ଦ୍ୱୀପରେ ଭୂକମ୍ପ ଝଟକା ଅନୁଭବ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ କରାଯାଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟ ବ୍ଲେୟର ଠାରୁ ୧୦୬ କିମି ଦୂର ପୂର୍ବ-ପୂର୍ବୋତ୍ତରରେ ଭୂମିଠାରୁ ୭୦ କିିମି ଗଭୀର ଥିଲା । ଭୂମିକମ୍ପରେ ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ |

 

Breaking News