ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାପାନ ଓ ତାଇବାନରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି। ଦୁଇଟି ସ୍ଥାନରେ ଭୂକମ୍ପର ତୀବ୍ରତା ୬ ରୁ ଅଧିକ ରେକର୍ଡ କରାଯାଇଛି। ଇଏମଏସସି ଅନୁଯାୟୀ, ଆଜି ସକାଳ ୧୧ଟା୫୩ରେ ଜାପାନର ୟୋନାଗୁନୀରୁ ୬୮ କିମି ଉତ୍ତର ପଶ୍ଚିମରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଦୁଇଟି ସ୍ଥାନରେ କୌଣସି ଧନଜୀବନ ହାନୀ ହୋଇନାହିଁ ବୋଲି ଜଣାପଡିଛି। ଭୂକମ୍ପର ପ୍ରଭାବରେ ରାଜଧାନୀ ତାଇପେରେ ଅନେକ ଅଟ୍ଟାଳିକାରେ କମ୍ପନ ସୃଷ୍ଟି କରିଥିଲା।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……