ରିପୋର୍ଟ କାର୍ଡ / ରାଞ୍ଚି
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେଙ୍କ ଘନିଷ୍ଠ ସହଯୋଗୀ ପ୍ରେମ୍ ପ୍ରକାଶଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ୧୦୦ କୋଟି ଟଙ୍କାର ବେଆଇନ ଖଣି ଖୋଦନ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରଗୁଇନ୍ଦାମାନେ ପ୍ରେମ୍ ପ୍ରକାଶଙ୍କ ଘର ଉପରେ ଚଢ଼ାଉ କରିଥିଲେ | ଏହି ତଲାସି ସମୟରେ ୨ଟି ‘ଏକେ-୪୭’ ରାଇଫଲ୍ ଓ ୬୦ଟି ଗୁଳି ED ହାତରେ ଲାଗିଥିଲା । ସେଥିପାଇଁ ସେ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି ବୋଲି ରାଞ୍ଚି ପୋଲିସ ବିବୃତି ଦେଇଛି। ‘ମନି ଲଣ୍ଡରିଙ୍ଗ୍ ଆଇନ୍’ ଅନୁଯାୟୀ ତାଙ୍କୁ ରାଞ୍ଚିରୁ ଗିରଫ କରାଯାଇଛି।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..