ରିପୋର୍ଟ କାର୍ଡ / ଭୁବନେଶ୍ବର
ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ତାଙ୍କର ଘର, ଦାମୀ ଗାଡ଼ି ଓ ଫ୍ରିଜ ଆକାଉଣ୍ଟର ଟଙ୍କା ରହିଛି। ଜ୍ୟୋତିରଞ୍ଜନ ବେଉରା ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। ଚେକ ବାଉନ୍ସ ହେବାରୁ ୨୦୧୮ ଡିସେମ୍ବର ୩୧ ରେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଥିଲା। ଏହାପରେ ଇଡି ୨୦୨୦ ରେ ନିଜ ଆଡୁ ମାମଲା ରୁଜୁ କରିଥିଲା। ସେ ଠକେଇ ଟଙ୍କାରେ ଅଡ଼ି, ଜାଗୁଆର ଓ ବିଏମଡବ୍ଲୁ ଚଢୁଥିଲେ। କିଛିଦିନ ତଳେ ନୟାପଲ୍ଲୀ ଅଞ୍ଚଳରୁ ଦାମୀ ଗାଡ଼ି ସିଜ କରିଥିଲା ଇଡି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..