ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି । ଏକାକାଳୀନ ୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ରେଡ୍। ଖବର ଅନୁଯାୟୀ, ମନି ଲଣ୍ଡରିଂ ମାମଲାରେ ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ୪ଟି ସ୍ଥାନରେ ରେଡ୍ । ଇଡି ପକ୍ଷରୁ ଏହି ସବୁ ସ୍ଥାନଗୁଡିକରେ ଚାଲିଛି ଚଢାଉ । ବୁଧବାର ସକାଳ ୮ଟାରୁ କେନ୍ଦୁଝର ଯୋଡ଼ାରେ ୨ଟି ଓ ଭୁବନେଶ୍ୱରର ୨ଟି ସ୍ଥାନରେ ଚଢାଉ ଚାଲିଛି ।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..