ରିପୋର୍ଟ କାର୍ଡ /ନୂଆଦିଲ୍ଲୀ
କେନ୍ଦ୍ର ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ରାଷ୍ଟ୍ରପତି ଇସ୍ତଫାପତ୍ର ଗ୍ରହଣ କରିଥିବା ସୂଚନା ମିଳିଛ। ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ରହିଥିଲା। କେନ୍ଦ୍ରୀୟ ନିର୍ବାଚନ କମିଶନରେ ଏବେ ୨ଟି କମିଶନର ପଦ ଖାଲିରହିଛି। ତେବେ ଅରୁଣ ଗୋଏଲ କ’ଣ ପାଇଁ ଇସ୍ତଫା ଦେଇଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନାହିଁ।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……