ରିପୋର୍ଟ କାର୍ଡ / କୋରାପୁର
କୋରାପୁଟ କୋଟିଆରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କୈଣସି ଦଳ ଜିଲ୍ଲା ପରିଷଦ ପାର୍ଥୀ ଦେଇନଥିଲେ ମଧ୍ୟ ଜିଦରେ ଅଡି ବସିଥିଲେ ସ୍ଵାଧୀନ ପାର୍ଥୀ। କୋଟିଆ ପଞ୍ଚାୟତ ସରପଞ୍ଚ ପାଇଁ ମଧ୍ୟ ଅଛନ୍ତି ଏକାଧିକ ପାର୍ଥୀ। ସର୍ବ ଦଳୀୟ ପକ୍ଷରୁ ମମତା ଜାନୀ ରହିଥିବା ବେଳେ ତାଙ୍କ ସହ ଲଢ଼ି ନିର୍ବାଚନ ଜିତିବା ସହ କୋଟିଆ ପାଇଁ କାମ କରିବେ କହିଛନ୍ତି ଟିକାଇ ଗେମେଲ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..