ରିପୋର୍ଟ କାର୍ଡ / ଢେଙ୍କାନାଳ
ବାରହା ଶିକାରରେ ଫସିଗଲା ହାତୀ | ଶିକାରୀ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲା | ଜାଲରେ ବାରହା ସହ ହାତୀ ବିଲାଗିଗଲା।ଫାଶରୁ ବାହାରି ନ ପାରି ହାତୀର ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାଘଘରିଆ ଗାଁ ନିକଟସ୍ଥ ଜଙ୍ଗଲରେ। ମୃତ ମାଈ ହାତୀର ବୟସ ୧୦ ବର୍ଷ ହେବ।
More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……