ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲାରେ ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରିଛି ପୋଲିସ । ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସ ଏନ୍କାଉଣ୍ଟର କରିଛି । ଏଥିରେ ୨ ଅଭିଯୁକ୍ତ ଗୁରୁତର ହୋଇ ରାଉରକେଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଡକାୟତି କରିବାକୁ ଆସି ଢାବା ମାଲିକଙ୍କୁ ଗୁଳିମାଡ଼ କରି ଫେରାର ହେବାକୁ ଚେଷ୍ଟା କରିବା ସମୟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ୨ ଅଭିଯୁକ୍ତ ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..