ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଖୋଲିବ ନାହିଁ ହ୍ୱାଟ୍ସଆପ୍। ଏହି ନିର୍ଦ୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି। ପ୍ରାୟ ହ୍ୱାଟ୍ସଆପ୍ ଆପ୍ ସହିତ ଆମେ ଜଡିତ। କେବଳ ଏତିକି ନୁହେଁ ବରଂ କୁହାଯାଇଛି ଯେଉଁମାନେ ଏହି ମେସେଜ୍କୁ ଫରୱାର୍ଡ ନକରନ୍ତି ସେମାନଙ୍କ ଆକାଉଂଟକୁ ଆଗାମୀ ୨୪ ଘଂଟା ମଧ୍ୟରେ ବନ୍ଦ କରାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା , ୟୁଜର୍ସମାନେ ନିଜର ବନ୍ଦ ହୋଇଯାଇଥିବା ଆକାଉଂଟ୍କୁ ପୁନଃ ଆରମ୍ଭ କରିବାକୁ ଚାହିଁଲେ ବି ତାହା ହେବ ନାହିଁ ସେଥିପାଇଁ ଆପଣଙ୍କୁ ୪୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ସୂଚନା ଅନୁସାରେ, ପୁଣି ଥରେ ନୂଆ ଫିଚର ଆଣିବାକୁ ଯାଉଛି ହ୍ୱାଟ୍ସଆପ୍। ତେଣୁ ଏହି ଆପ୍ରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ ରାତିରେ କାହିଁକି ହ୍ୱାଟ୍ସଆପ୍ ପରି ଲୋକପ୍ରିୟ ଆପ୍ରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ମିଳିନାହିଁ। କିନ୍ତୁ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଚାଲିଛି। କମ୍ପାନୀ ଆଣୁଥିବା ନୂଆ ଫିଚର ଆଣ୍ଡ୍ରଏଡ୍ ବିଟା ଭର୍ସନରେ ଦେଖାଯିବ ବୋଲି ଜଣାପଡ଼ିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..