Report Card Odisha

| Daily Odia News

ନକଲି ମେଡିସିନ ମାମଲା: ରିମାଣ୍ଡରେ ୨ ଅଭିଯୁକ୍ତ…..

ରିପୋର୍ଟ କାର୍ଡ / କଟକ

ନକଲି ମେଡିସିନ ବିକ୍ରି ମାମଲାରେ ୨ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ। ଗୁରୁବାରଠୁ ଦୁଇଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ। ପାଞ୍ଚ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୁରୀଘାଟ ଥାନା ପୋଲିସ। ଦୁଇ ଅଭିଯୁକ୍ତଙ୍କ ତିନିଟି ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କାକୁ ଫ୍ରିଜ କରିଛି ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜରସ୍ ମାଲିକ ସଞ୍ଜୟ ଜଲାନ ।

Breaking News