ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ବରଯାତ୍ରୀ ନେଇ ଫେରୁଥିବା ବସ ଉପରେ ଲାଗିଛି ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ । ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଫେରୁଥିବା ବେଳେ ଘରୋଇ ବସ୍ ଉପରେ ଲାଗିଛି ଜୋରିମାନା । ପରମିଟ୍, ଲାଇସେନ୍ସ, ପଲ୍ୟୁସନ୍ ଆଦି ନଥିବାରୁ ଜରିମାନା ଲାଗିଥିବା ଜଣାପଡିଛି | ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ୩ ଲକ୍ଷ ୪୨ ହଜାର ଟଙ୍କା ଫାଇନ ଲାଗିଛି । ସଦର ଥାନା କରମଡିହି ନିକଟରେ ଚେକିଂ ବେଳେ ଫାଇନ ଆଦାୟ ହୋଇଥିବା ସୂଚନା ମିଳିଛି |






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..