ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଔଷଧ ପୋଡି ନଷ୍ଟ ହୋଇଯାଇଛି । ଗୋଦାମରେ କେବଳ କୋଭିଡ ସାମଗ୍ରୀ ରହିଥିଲା। ସୂଚନା ଅନୁଯାୟୀ, ରାଜଧାନୀର ମଞ୍ଚେଶ୍ୱର ସ୍ଥିତ ଏକ ଔଷଧ ଗୋଦାମରେ କୋଭିଡ ବେଳର ସାମଗ୍ରୀ ଥିଲା । କୌଣସି କାରଣରୁ ନିଆଁ ଲାଗିଯାଇ ହୁତ୍ ହୁତ୍ ହୋଇ ଜଳୁଛି ଔଷଧ ଗୋଦାମ । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏନେଇ ରାଜ୍ୟ ଔଷଧ ନିଗମର ଗୋଦାମ ସୂଚନା ଦେଇଛନ୍ତି । ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଗୋଦାମରେ ସାନିଟାଇଜର ଥିବାରୁ ନିଆଁର ପ୍ରଭାବ ଅଧିକ ରହିଛି । ଅଗ୍ନିଶମ ବିଭାଗ ପହଁଚିଛି କାନ୍ଥ ଭାଙ୍ଗି ନିଆଁକୁ ଅୟତ୍ତ କରିଛି






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..