ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୋଲିସ | ବେଆଇନ୍ ବାଣ ତିଆରି ଓ ବିକ୍ରି ହେଉଥିଲେ ସୂଚନା ଦେବାକୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ । ସେଥିପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ୍ ନମ୍ବର 7077798111ରେ କୌଣସି ଲୋକ ଫୋନ୍ କରି ସୂଚନା ଦେଇପାରିବ। ସୂଚନା ଦେଇଥିବା ଲୋକଙ୍କ ନାଁ ଗୋପନ ରଖାଯିବ। ଆଉ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଚଢ଼ଉ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ବେଆଇନ୍ ବାଣ ତିଆରି କରୁଥିଲେ, ଗିରଫ ହେବେ।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……