ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ଏବଂ ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ୍ ଓ ହସ୍ପିଟାଲର ଅଗ୍ନିସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ରାଜ୍ୟ ସରକାର ୪୫ଟି ନୂତନ ପଦବୀକୁ ମଞ୍ଜୁରୀ ମିଳିଛି। ଏଥିରେ ୩ଜଣ ଷ୍ଟେସନ୍ ଅଫିସର, ୪ଜଣ ଲିଡିଂ ଫାୟାରମ୍ୟାନ୍, ୩ଜଣ ହାବିଲଦାର, ୩ଜଣ ଫାୟାରମ୍ୟାନ୍ ଡ୍ରାଇଭର ଏବଂ ୩୦ ଜଣ ଫାୟାରମ୍ୟାନ ପଦବୀ ପାଇଁ ନିଯୁକ୍ତି ହେବ । ଏହି ନୂତନ ପବଦୀ ସୃଷ୍ଟି ଦ୍ୱାରା ୩ଟି ପ୍ରମୁଖ୍ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଅଧିକ ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..