ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାମ | ନୂଆ ନାମ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାଁରେ ନାମିତ ହୋଇଛି। ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି ବିପଦ କିମ୍ବା ବିପଦ ସମୟରେ ଉଦ୍ଧାର, ପୁନରୁଦ୍ଧାର ଏବଂ ରିଲିଫରେ ଅଗ୍ନିଶମ ସେବାର ଭୂମିକା ବର୍ତ୍ତମାନ ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଛି। ପୂର୍ବରୁ ଏହାର ନାଁ ଓଡ଼ିଶା ଅଗ୍ନିଶମ ସେବା ଥିଲେ ମଧ୍ୟ ବିଭିନ୍ନ ଜରୁରୀକାଳୀନ ସମୟରେ ଅନେକ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..