ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ମୁଣ୍ଡ ଟେକିଲାଣି କରୋନା | କିଛି ଦିନ ହେବ ସଂକ୍ରମଣ କମିଥିବା ବେଳେ ପୁଣି ବୃଦ୍ଧି ପାଉଛି | ଯାହାକି ଚିନ୍ତା ବଢ଼ାଇ ଦେଇଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋଟସଓ୍ବାନା ଭଳି ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି ହୋଇଛି । ଏହିସବୁ ଦେଶରୁ ଆସୁଥିବା ଲୋକମାନେ ଅତି କମରେ ୧୦ ଦିନ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଆଜି ଡ଼ିଏମଇଟି ରମା ରମଣ ମହାନ୍ତି ରଖିଛନ୍ତି ପ୍ରତିକ୍ରିୟା କହିଛନ୍ତି |
More Stories
କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ହଟ୍ଟଗୋଳ ଆଶଙ୍କା…..
ଆଧାରକାର୍ଡକୁ ନେଇ ବିରାଟ ପ୍ରଶ୍ନବାଚୀ….
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..