ରିପୋର୍ଟ କାର୍ଡ / କୋରାପୁଟ
ଟ୍ରାକ୍ରୁ ଖସିଲା ମାଲବାହୀ ଟ୍ରେନ୍ର ୨୫ ୱାଗନ୍। ବୁଧବାର ଆନ୍ଧ୍ର ଟାଇଡାରୁ ଚିମିଡିପାଲି ଭିତର ଟନେଲ୍ରେ ୱାଗନ୍ ଖସି ପଡିଛି। ମାଲବାହୀ ଟ୍ରେନ୍ଟି କୋରାପୁଟରୁ ବିଶାଖାପାଟଣା ଯାଉଥିଲା। ଫଳରେ କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜରର ଗତିପଥ ପରିବର୍ତ୍ତନ କରାଯାଇଛି। ଖବର ପାଇ ରେଳ ବିଭାଗ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ଟ୍ରେନ୍ଟି ବିଜୟୱାଡା ଯାଉଥିଲା।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..