ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମରେ ବିରୋଧ ସତ୍ତେ୍ୱ ସଭାସ୍ଥଳକୁ ଗସ୍ତ କରିଥିଲେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ। ପ୍ରଥମେ ନିଜ ଗସ୍ତ ସମୟରେ ପରିବର୍ତ୍ତନ କରିଥିଲେ । ଏହାପରେ ସଭାସ୍ଥଳକୁ ହେଲିକପ୍ଟରରେ ନଯାଇ କାରରେ ଆମ୍ବପୁଆରୁ କାନସ ଯାଏଁ ଯାଇଥିଲେ । ଏହା ପୂର୍ବରୁ ପିପିଲି ଗସ୍ତ ବେଳେ ସଚବିଙ୍କ ଉପରେ କାଳିମାଡ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଗସ୍ତ ପୂର୍ବରୁ ପୁରା ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସଙ୍କୁ ଆଜି ନିଜ ୟୁନିଫର୍ମରେ ନୁହେଁ ବରଂ ଗୋଲାପୀ ପୋଷାକରେ ଦେଖିବାକୁ ମିଳିଛି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..